ଟାଙ୍ଗୀ ଭଳି ନୂଆ କରି ଏନ୍ ଏ ସି ପାଇଥିବା ଏହି ଗାଁ ଉପରେ ନିଶା ମାଫିଆ ଙ୍କ ନଜର !

୦୬-୦୫-୨୬ ତାରିଖ ଟାଙ୍ଗୀ ପୋଲିସକୁ ମିଳିଲା ବଡ଼ ସଫଳତା। ୫୦ଲକ୍ଷରୁ ଅଧିକ ଟଙ୍କାର ଧଳା ଜହର ଜବତ। ଟାଙ୍ଗୀ ଥାନା ବେଣୀ ପଥର ନିକଟରେ ଡିଲ୍ କରୁଥିବା ବେଳେ ହୋଇଥିଲା ପୋଲିସ୍ ଚଢ଼ାଉ। ଆଇ ଆଉ ସି ରବିନ୍ଦ୍ର କୁମାର ଭୁଜବଳ ଙ୍କ ନେତୃତ୍ବରେ ଚଢ଼ାଉ କରି ଧଳା ଜହର ସହ ଗୋଟିଏ ବୋଲେରୋ ଗାଡି, ୩ଟି ମୋବାଇଲ ଫୋନ୍ ନଗଦ ୭୦ହଜାର ଟଙ୍କା, ଗୋଟିଏ kTM ମଟରସାଇକେଲ ସହ , ସୁନା ଅଳଙ୍କାର ଜବତ କରିଥିଲା। ଏହା ସହ ୩ ଜଣ ଅଭିଯୁକ୍ତ କୁ ଗିରଫ କରିଛି ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ।

ଏବେ ଆଲୋଚନା କୁ ଆସିବା ଆଲୋଚନାକୁ କି ? ଟାଙ୍ଗୀ ଭଳି ନୂଆ କରି ଏନ୍ ଏ ସି ପାଇଥିବା ଏହି ଗାଁ ଉପରେ ନିଶା ମାଫିଆ ଙ୍କ ନଜର

ସହର ଛାଡି ଗାଁ ମୁହାଁ ଏବେ ଧଳା ଜହର ବେପାରୀ ଖୋର୍ଦ୍ଧା ସହର ପରେ ଟାଙ୍ଗୀ ଥାନା ର ଗ୍ରାମାଞ୍ଚଳ ରେ ଧଳା ଜହର ପସରା ମେଲାଇବା ପାଇଁ ମାଫିଆ ମାନେ ଟାଙ୍ଗୀ ଥାନା ର ବେଣୀ ପଥର ନିକଟରେ ଚାଲିଥିଲା ଧଳା ଜହର କାରବାର ପାଇଁ ଡିଲ୍ ହେଲେ ଯୋଜନା ଉପରେ ଜାଲ ଫିଙ୍ଗି ଅପରାଧୀ ଙ୍କୁ କାବୁ କଲା ଟାଙ୍ଗୀ ପୋଲିସ ୩ ଜଣକୁ ଗିରଫ କରିବା ସହ 500 ଗ୍ରାମ ବ୍ରାଉନସୁଗାର ଜବତ କରିବରେ ସଫଳ ହୋଇଛି ଟାଙ୍ଗୀ ପୋଲିସ୍।

ଟାଙ୍ଗୀ ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ବ୍ରାଉନ ସୁଗାର,ଗୋଟିଏ ବୋଲେରୋ ଗାଡି, ଗୋଟିଏ କେଟିଏମ ବାଇକ ଏବଂ ନଗଦ 70,000 ଟଙ୍କା ଜବତ କରିଛି। ଏହି ଘଟଣାରେ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।,
।ଗିରଫ ବେପାରୀମାନେ ହେଲେ ଖୋର୍ଦ୍ଧା ଇଣ୍ଡଷ୍ଟିର୍ଆଲ ଜେମାଦେଇପୁର ଗ୍ରାମର ଆକାଶ ସେଠୀ,ବାଲେଶ୍ଵର ନୂଆ ବଜାର ଅଂଚଳର ଏସ୍ କେ ଅସରଫ୍,ଓ ବାଲେଶ୍ୱର ସୋରର ତସି ରଂଜନ ମାଝି ବୋଲି ଜଣା ପଡିଛି।
ଏ ନେଇ ଟାଙ୍ଗୀ ଥାନା ପରିସରରେ ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ବାଲୁଗାଁଏସ୍ଡ଼ିପିଓ ସଂଜୟ କୁମାର ପଟ୍ଟନାୟକ।